ଗୁଜୁରାଟ ପୋଲିସ ର ମୋଷ୍ଟ ୱାଣ୍ଟେଡ ଥିବା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ନେତା ଗଲେ କୁଆଡ଼େ….?

add-all

ପୋଲିସ ଖୋଜି ଖୋଜି ନୟାନ୍ତ……! ନା ଆଉ କିଛି…??
ବ୍ରହ୍ମପୁର:: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଗୁଜରାଟ ପୋଲିସ ଏକ ସପ୍ତାହ ହେଲା କବିସୂର୍ଯ୍ୟ ନଗର ଅଞ୍ଚଳ ର ଜଣେ ନେତାଙ୍କୁ ଧରିବାକୁ ଆସିଥିବା ବେଳେ ସେ ଫେରାର ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ବଡ଼ ସଙ୍ଗୀନ ମାମଲାରେ ଜଡିତ ଥିବା ଏହି ନେତା ଗୁଜୁରାଟ ପୋଲିସ ର ମୋଷ୍ଟ ୱାଣ୍ଟେଡ ଥିବା ବେଳେ ଏହି ନେତା ଏବେ ଭାଇନଙ୍କ ଆଶୀର୍ବାଦରୁ ଗୁପ୍ତ ସ୍ଥାନରେ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଗତ ସାଧାରଣ ନିର୍ବାଚନ ବେଳେ ମୋଷ୍ଟ ୱାଣ୍ଟେଡ ଥିବା ନେତାଙ୍କ ଆଶୀର୍ବାଦରୁ ଭାଇନା ନିର୍ବାଚିତ ହୋଇଥିବା ଯୋଗୁଁ ଭାଇନା ଉକ୍ତ ନେତାଙ୍କୁ ସହଯୋଗ କରୁଥିବା ଆଲୋଚନା ହେଉଛି।

ad-week
Leave A Reply

Your email address will not be published.