ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓନେତ୍ରୀ ସୁଜାତା, ମୁଣ୍ଡ ଉପରେ ଥିଲା କୋଟିଏ ଟଙ୍କାର ପୁରସ୍କାର ରାଶି

youtube

ମାଲକାନଗିରି : ମାଓ ସଙ୍ଗଠନକୁ ବଡ଼ ଝଟକା । ଦୁର୍ଦ୍ଦାନ୍ତ ମାଓନେତ୍ରୀ ସୁଜାତାର ଆତ୍ମସମର୍ପଣ ।  ସୁଜାତା ମୁଣ୍ଡ ଉପରେ ଥିଲା କୋଟିଏ ଟଙ୍କାର ପୁରସ୍କାର ରାଶି । ସୁଜାତା ତେଲଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ।   ମାଓ ସଙ୍ଗଠନରେ ସେଣ୍ଟ୍ରାଲ କମିଟିର ସଦସ୍ୟ ଥିଲେ । ଦକ୍ଷିଣ ସବ ଜର୍ଣ୍ଣାଲ ବ୍ୟୁରୋ ଇନଚାର୍ଜ ଥିଲେ ମାଓ ନେତ୍ରୀ ସୁଜାତା । କିଛି ଦିନ ତଳେ ନିହତ ନକ୍ସଲ କମାଣ୍ଡର କିସନଜୀର ପତ୍ନୀ ସୁଜାତା । ସେ . ବସ୍ତର ଓ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ବହୁ ହିଂସାକାଣ୍ଡରେ ସାମିଲ ଥିଲା ।  ସୁଜାତା ମାଓ ସଂଗଠନରେ ପଦ୍ମା କଳ୍ପନା, ଝାନ୍ସୀବାଇ ଆଦି ଭିନ୍ନ ଭିନ୍ନ ନାଁରେ ପରିଚିତ ଥିଲେ।

Leave A Reply

Your email address will not be published.