
ଜୟପୁର : ଭୁଶୁଡ଼ିଲା ମାର୍କେଟ କମ୍ପ୍ଲେକ୍ସ ବିଲ୍ଡିଂ ଛାତ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛାତ ଭଗ୍ନାଅଂଶ ତଳେ ଆଉ ଚାରି ଜଣ ଫସି ରହିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି । ୩ଟି ଦୋକାନ ଘର ଭୁଶୁଡ଼ି ଥିବାବେଳେ କିଛି ଲୋକ ଫସିଥିବା ଆଶଙ୍କା କାରଯୁଛି । ଘଟଣାସ୍ଥଳରେ ପହଞ୍ଚିଲା ଓଡ୍ରାଫ ଟିମ୍ ।