ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ

youtube

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇଯାଇଛି l ଭାରପ୍ରାପ୍ତ ଅଧ୍ଯକ୍ଷ ନୀଳାତଳ ମହାରଣା ଜିଲ୍ଲା ସଂଯୋଜକ ତଥା ପ୍ରାଥମିକ ଚିକିତ୍ସା ବିଶାରଦ ଡ.ବିଭୂତି ଭୂଷଣ ଆତାର୍ଯ୍ଯ, ବିଷୟ ବିଶାରଦ ଡାକ୍ତର ବିବେକାନନ୍ଦ ମଲାଣ ପ୍ରମୁଖ ଉପସ୍ଥିତ ରହି ନମୁନା ଦେଖାଇ ବୁଝାଇ ଥିଲେ l ଚଳିତ ବର୍ଷର ପାଗ ପରିବର୍ତ୍ତନ ରେ ପ୍ରାଥମିକ ଚିକିତ୍ସା ପ୍ରସଙ୍ଗ ଉପରେ ସମସ୍ତ ଅତିଥି ଗୁରୁତ୍ୱ ଦେଇଥିଲେ l ସ୍ବେଛାସେବୀ ଙ୍କ ବିଭିନ୍ନ ସନ୍ଦେହ ମୋଚନ କରାଯାଇଥିଲା l କାଉନସେଲର ମାନସ ରଂଜନ ପ୍ରଧାନ ପ୍ରାରମ୍ଭିକ ସୂତନା ଓ ଧନ୍ଯବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.