ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନାରେ ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ବିନୟ ରଂଜନ ପରିଡା ଯୋଗଦାନ କରିଛନ୍ତି,ସେ ପୂର୍ଵ ରୁ ଵାଣିଗୋଛା ଥାନାରେ ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ, ଦଶପଲ୍ଲା ଥାନା ରେ ଥିବା ଭାରପ୍ରାପ୍ତ ଅଧିକାରୀ ଅନୀତା ସାହୁଙ୍କର ନୟାଗଡ଼ ବଦଳି ହୋଇଯାଇଛି, ନୂତନ ଥାନା ଅଧିକାରୀ ଙ୍କୁ ଥାନା କର୍ମଚାରୀ ମାନେ ସ୍ବାଗତ ଜଣାଇଥିଲେ,ଆଇନ ଶୃଂଖଳା ପ୍ରତି ବିଶେଷ ଗୁରୁତ୍ୱ ଦେବେ ବୋଲି ନୂତନ ଥାନା ଅଧିକାରୀ ବିନୟ ରଂଜନ ପରିଡା ମତ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.