
ନୟାଗଡ଼ ଜିଲ୍ଲା ଓଡ଼ଗାଁ : ଭଞ୍ଜନଗର ୨୧ ନଂ ରାଜ୍ୟ ରାଜପଥ ଗୋଡିପଲ୍ଲୀ ପଟ୍ଟନାୟକ ପେଟ୍ରୋଲ ପମ୍ପ ଠାରେ ବୁଲେଟ ଓ ଟିଭିଏସ ରେଡ଼ର ବାଇକ ମଧ୍ୟରେ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ୩ ଜଣଙ୍କ ମଧ୍ୟରୁ ଜଣେ ଚେମେଡି ଅଞ୍ଚଳର ହୋଇଥିବାବେଳେ ଜଣେ କେନ୍ଦ୍ରାପଡା ଆଉ ଜଣେ କରସିଙ୍ଗି ଅଞ୍ଚଳର ବୋଲି ଜଣାପଡିଛି।