ବାଣ ଭିଡିବା ବେଳେ ବିସ୍ଫୋରଣ, ଦୁଇ ଆହତ

youtube

ମୟୂରଭଞ୍ଜ : ବାଣ ଭିଡିବା ବେଳେ ବିସ୍ଫୋରଣ । ଭୟଙ୍କର ବିସ୍ଫୋରଣରେ ଦୁଇ ଆହତ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ବାଛୁରୀପଡା ଗାଁରେ ବିସ୍ଫୋରଣ ହୋଇଛି  । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି  । ଦୁଇ ଭାଇ ମିଶି ବାଣ ପ୍ରସ୍ତୁତି କରୁଥିଲେ । ବିସ୍ଫୋରଣ ହେବାରୁ ଜଣେ ଆହତ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ଅନୀଲ ଦାସ । ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.