ସରକାରୀ ସୂଚନାଫଳକ ଭାଙ୍ଗି ନାବାଳକର ମୃତ୍ୟୁ

youtube

ନୟାଗଡ଼:ଓଡ଼ଗାଁ ପଞ୍ଚାୟତ ସମିତି ରୋହିବାଙ୍କ ପଞ୍ଚାୟତ ଲାଉଖାଲ ଗ୍ରାମରେ ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ଅନ୍ତର୍ଗତ ସିମେଣ୍ଟ ଇଟା ଓ କଂକ୍ରିଟ ଦ୍ୱାରା ନିର୍ମିତ ସୂଚନା ଫଳକ ଭାଙ୍ଗି ଜଣେ ନାବାଳକର ମୃତ୍ୟୁ ଘଟିଛି।।ମୃତକ ନାବାଳକ ଲାଉଖାଲ ଗ୍ରାମର ସହଦେବ ମହାଙ୍କୁଡ଼ଙ୍କ ପୁଅ ହୀନ ମହାଙ୍କୁଡ଼ (୧୪) ବୋଲି ଜଣାପଡିଛି।

Leave A Reply

Your email address will not be published.