ଜିଲ୍ଲା ଏସପି କାର୍ଯ୍ୟାଳୟରେ ବନ୍ଦେ ମାତରଂ ସାମୁହିକ ସଙ୍ଗୀତ ଗାନ

add-all

ନୟାଗଡ଼: ବନ୍ଦେ ମାତରଂ ଜାତୀୟ ସଙ୍ଗୀତ ୧୫୦ ବର୍ଷ ପୂରଣ ଅବସରରେ ନୟାଗଡ଼ ଜିଲ୍ଲା ଏସପି କାର୍ଯ୍ୟାଳୟରେ ପୋଲିସ ମାନଙ୍କ ଦ୍ବାରା ସାମୁହିକ ସଙ୍ଗୀତ ଗାନ। ବନ୍ଦେ ମାତରଂ କେବଳ ଏକ ଶବ୍ଦ ନୁହେଁ,ଏକ ମନ୍ତ୍ର,ଏକ ଉର୍ଜା,ଏକ ସ୍ବପ୍ନ,ଏକ ସଙ୍କଳ୍ପ। ମାତୃଭୂମିର ସାଧନା ଏବଂ ଆରାଧନା। କୋଟି କୋଟି ଦେଶବାସୀଙ୍କ ଗୋଟିଏ ସ୍ବର, ଗୋଟିଏ ଭାବ,ଗୋଟିଏ ପ୍ରବାହ।ଏହାକୁ ଶୁଣିବା କ୍ଷଣି ହୃଦୟରେ ସୃଷ୍ଟି ହୁଏ ଶ୍ରୀହରଣ, ସ୍ପନ୍ଦନ,କମ୍ପନ।ତରଙ୍ଗାୟିତ ହୁଏ ତନ ମନ ଚଇତନ।ଆତ୍ମ ବିଶ୍ବାସରେ ଭରିଯାଏ ବର୍ତ୍ତମାନ। ଜାଗ୍ରତ ହୁଏ ଭବିଷ୍ୟତ।ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ପୋଲିସ ସହିତ କେତେକ ବୁଦ୍ଧିଜୀବିମାନେ ଯୋଗ ଦେଇଥିଲେ ।

ad-week
Leave A Reply

Your email address will not be published.