ପାରମ୍ପାରିକ ରାମାୟଣ ନାଚରେ ଅଶ୍ଳୀଳତା , ବେଦମତୀ ହରଣ ବେଳେ ନିଜର ହିତାହିତ ଜ୍ଞାନ ଭୁଲିଗଲେ ରାବଣ

youtube

ବ୍ରହ୍ମପୁର : ସାଂସ୍କୃତିକ ନାଟକରେ ଅଶ୍ଳୀଳତା ପରିବେଷଣ କରିବା ସହ ସର୍ବସମ୍ମୁଖରେ ମଞ୍ଚ ଉପରେ ବେଦମତୀଙ୍କୁ ଉଲଗ୍ନ କରିବା ସହ ଅଶ୍ଳୀଳ ଭାବଭଙ୍ଗୀରେ ବିଭିନ୍ନ ଅଙ୍ଗକୁ ସ୍ପର୍ଶ କରିଥିଲେ l ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ଦିଗପହଣ୍ଡି ମୌଳାଭଣଜା ଗ୍ରାମରେ ମୌଳାଭଣଜା ଯାତ୍ରା ଚାଲିଥିଲା l ଯାତ୍ରାରେ ଚିକିଲି ଓ ଜିଉରା ଦୁଇ ଦଳ ରାମାୟଣ ଦଳ ନିଜ ନିଜର ନାଟକ ପରିବେଷଣ କରିଥିଲେ l

ଚିକିଲି ଦ୍ଵାରା ପରିବେଷଣ ହୋଇଥିବା ରାମାୟଣ ନାଚରେ ବେଦମତୀ ହରଣ ଏକ ଦୃଶ୍ୟ ପରିବେଶ ବେଳେ ସମ୍ପୂର୍ଣ ଭାବେ ଅଶ୍ଳୀଳତା ପ୍ରଦର୍ଶନ କରାଯାଇଥିଲା l ତା ସହ ରାମାୟଣ ମଝିରେ ନାଚରେ ନିଶା ମହାରଣା ମଧ୍ୟ ଆସି ବିଭିନ୍ନ ଆଲବମ୍ ଗୀତରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା

Leave A Reply

Your email address will not be published.