ଗରିବଙ୍କୁ ମହଙ୍ଗା ମାଡ଼ : ଶେଷରେ ଅଣ୍ଡା ଦର ବି ବୃଦ୍ଧି,ବଜାରରେ ଅଣ୍ଡା ପ୍ରତି ୯ ଟଙ୍କା ରେ ବିକ୍ରି….!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପ୍ରତେକ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ିଚାଲିଛି। ବଜାର ରେ ପ୍ରତେକ ପରିବା ଦର କିଲୋ ପ୍ରତି ୬୦/୭୦ ଟଙ୍କା ରୁ ଉର୍ଦ୍ଧ ଭାବେ ବିକ୍ରି ହେଉଛି। ଏଭଳି ପରିସ୍ଥିତିରେ ଗରିବ ଗୁରୁବା ମାନଙ୍କ ଆମିଷ ଖାଦ୍ୟ ଅଣ୍ଡା ଭାବେ ରହି ଆସିଛି। ଅଣ୍ଡା ଦର ଗତ କିଛି ମାସ ହେଲା ହୁ ହୁ ହୋଇ ବଢ଼ି ଚାଲିଛି। ବଜାର ରେ ଅଣ୍ଡା ଗୋଟେ ୯ ଟଙ୍କା ରେ ବିକ୍ରି ହେଉଛି। ଅଣ୍ଡା ଦର ବୃଦ୍ଧିରେ ଗତ କିଛି ମାସ ହେଲା ଲଗାମ୍ ନାହିଁ।ଡବଲ ଇଞ୍ଜିନ ଦରଦାମ ବୃଦ୍ଧି କରି ସାଧାରଣ ଲୋକଙ୍କୁ ଡବଲ ଝଟକା ଦେଇଥିବା ଚର୍ଚ୍ଚା ହେଲାଣି। ବଜାର ରେ ପ୍ରତେକ ସାମଗ୍ରୀ ନିୟନ୍ତ୍ରଣ ବାହାରେ ଚାଲିଯାଇଛି।

ad-week
Leave A Reply

Your email address will not be published.