ଦୁର୍ନୀତି ରେ ଉବୁଟୁବୁ ଆସିକା ଏ.ଏନ.ସି, :ବିଭିନ୍ନ ସାମଗ୍ରୀ କିଣାରେ ମହାଘୋଟାଲା ଅଭିଯୋଗ……!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିବା ସହ ଦୁର୍ନୀତି ପାଦ ପାଦ ରେ ଦେଖିବାକୁ ମିଳୁଛି। ତାହାର ନଗ୍ନ ନମୁନା ଏବେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଦେଖିବା କୁ ମିଳିଛି। ଦୁଇ ରାଜନୈତିକ ଦଳ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ନିର୍ବାଚିତ ଗୋଟିଏ ଗୋଷ୍ଟି ପକ୍ଷରୁ ଇ-ରିକ୍ସା କିଣା ସହର ପ୍ରବେଶ ସ୍ୱାଗତ ମୁଖ୍ୟ ଫାଟକ ସମେତ ଅନ୍ୟାନ୍ୟ ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇ ଆସୁଛି। ଏହି ଅନିୟମିତତା ସମ୍ପର୍କ ରେ ଭିଜିଲାନ୍ସ ବିଭାଗ କୁ ମଧ୍ୟ କିଛି ନିର୍ବାଚିତ ପ୍ରତିନିଧି ମାନେ ଅବଗତ କରିଥିବା ଆଲୋଚନା ହେଉଛି। ଗୋଡ଼ ଝିକା ଝିକି ରାଜନୀତି ଯୋଗୁଁ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଶାସକ ଦଳ ଓ ବିଜେଡ଼ି ଦଳ ନିଜ ନିଜର ଦବଦବା ଦେଖାଇବା ସକାଶେ ମୁହାଁ ମୁହିଁ ହେଉଥିବା ଲକ୍ଷ କରା ଯାଇଛି।କ୍ରମଶଃ…….

ad-week
Leave A Reply

Your email address will not be published.