ରାଜ୍ୟରେ ବଢ଼ିଲା ଆଉ ୭ ହଜାର ବୁଥ

newyr25

ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ବୁଥ ସଂଖ୍ୟା ।  ଆଉ ୭ ହଜାର ବୁଥ ବୃଦ୍ଧି କରାଯାଇଛି ।  ପୂର୍ବରୁ ୩୬ ହଜାର ବୁଥ ଥିବା ବେଳେ ଏବେ ପ୍ରାୟ ୪୩ ହଜାର ବୁଥ କରାଯାଇଛି ।  SIR ପାଇଁ ଓଡ଼ିଶା ପ୍ରସ୍ତୁତ ।  ଓଡିଶାରେ SIR ଲାଗୁ ପାଇଁ ପ୍ରସ୍ତୁତି ୫ମାସ ଧରି ଚାଲିଛି ।  ସବୁ ବୁଥରେ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ କରାଯାଇଛି ।  ୨୦୦୨ ମସିହାରେ ଶେଷ ଥର ପାଇଁ ଓଡ଼ିଶାରେ SIR ହୋଇଥିଲା ।  ୨୦୦୨ରେ ଭୋଟର ତାଲିକାରେ ଯେଉଁମାନଙ୍କ ନାମ ଥିଲା ସେମାନଙ୍କ ସଂଶୋଧନ ଦରକାର ନାହିଁ ।  ସେଥିରେ ସେମାନଙ୍କ ପୁଅ ଝିଅଙ୍କ ନାମ ଯୋଡ଼ାଯିବ ।   ଯେଉଁମାନଙ୍କର ନାଁ ୨୦୦୨ ତାଲିକାରେ ନଥିବ ସେମାନଙ୍କୁ କିଛି ଡକ୍ୟୁମେଣ୍ଟ ଦେବାକୁ ପଡିବ ।

Leave A Reply

Your email address will not be published.