ଜାତୀୟ ରାଜପଥ NH143 ରାସ୍ତା ମରାମତି ପାଇଁ ଦାବି କଲେ ବୀରମିତ୍ରପୁର ବିଧାୟକ

add-all

ବିରମିତ୍ରପୁର : ଗତକାଲି ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଯୋସେଫ ତିର୍କୀଙ୍କ ନିର୍ଦେଶ କ୍ରମେ ବୀରମିତ୍ରପୁର ଥାନା ଅଧିକାରୀ ଶ୍ରୀ ରାମ ପ୍ରସାଦ ନାଗଙ୍କ ଜରିଆରେ ବୀରମିତ୍ରପୁର ଜାତୀୟ ରାଜପଥ NH 143 ରାସ୍ତାକୁ ତୁରନ୍ତ ମରାମତି ପାଇଁ NH ବିଭାଗ କୁ ଦାବି ପତ୍ର ଦିଆଯାଇଛି | ଏହି କାର୍ଯ୍ୟକ୍ରମ ରେ ବିଧାୟକଙ୍କ ପ୍ରତିନିଧି ତଥା ପୂର୍ବତନ ନାଗରପାଳ ଶଶି ସାଗର ଏବଂ ଵିଜୁ ଜନତା ଦଳର ଛାତ୍ର ନେତା ମହମ୍ମଦ ଏଜାଜ ଆଲମ ଉପସ୍ଥିତ ହୋଇ ଯୋଗ ଦେଇଥିଲେ |

ad-week
Leave A Reply

Your email address will not be published.