ଓଡ଼ିଆ ପକ୍ଷ-୨୦୨୬ ପାଳନ

add-all

କୋରାପୁଟ(ନିସର୍ତ୍ତ) : ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପର ପ୍ରଚାର ପ୍ରସାର ନିମନ୍ତେ ଜିଲ୍ଲା ସ୍ତରୀୟ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ କରାଯାଇଛି। ‘ଆମ ପୋଷାକ ଆମ ପରିଚୟ ‘ ଅଭିଯାନ ଅନ୍ତର୍ଗତ କୋରାପୁଟ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟର କର୍ମଚାରୀ ଓ ଅଧିକାରୀମାନେ ପାରମ୍ପରିକ ପୋଷାକ ପରିଧାନ କରି ଏହି ଦିବସକୁ ପାଳନ କରିଛନ୍ତି।

Leave A Reply

Your email address will not be published.