ଗଞ୍ଜାମ ଜିଲ୍ଲାରେ ହୋଟେଲ ଗୁଡିକ ରେ ଚାଇନା ସାଲଟ ବହୁଳ ଭାବେ ବ୍ୟବହାର….!

add-all

ପଇସା ଦେଇ ଗ୍ରାହକ ଜାହେର ଖାଉଛନ୍ତି…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗାଁ ରୁ ସହର ପର୍ଯ୍ୟନ୍ତ ହୋଟେଲ ଗୁଡିକରେ ଚାଇନା ସାଲଟ୍ ବିଭିନ୍ନ ଖାଦ୍ୟରେ ବହୁଳ ଭାବେ ବ୍ୟବହାର ହେଉଛି। ଚାଇନା ସାଲଟ୍ କୁ ବ୍ୟବହାର କଲେ ବିଭିନ୍ନ ପ୍ରକାର ରୋଗ ହେଉଥିବାର ନଜିର ରହିଛି। ହେଲେ ଜିଲ୍ଲାର କୋଣ ଅନୁକୋଣ ରେ ଥିବା ଛୋଟରୁ ବଡ଼ ହୋଟେଲ ଫାଷ୍ଟ ଫୁଡ ଦୋକାନ ଗୁଡିକରେ ବେଧଡ଼କ ଭାବେ ବିଭିନ୍ନ ଖାଦ୍ୟରେ ବ୍ୟବହାର ହେଉଛି। ଚାଇନା ସାଲଟ୍ ବ୍ୟବହାର କଲେ ବିଭିନ୍ନ ସାମଗ୍ରୀ ସ୍ୱାଦିଷ୍ଟ ହେବା ପାଇଁ ହୋଟେଲ ଓ ଫାଷ୍ଟ ଫୁଡ ଦୋକାନରେ ଗୁଡିକରେ ବ୍ୟବହାର ହେଉଥିବା ଚର୍ଚ୍ଚା ହେଉଛି। ଗ୍ରାହକ ପଇସା ଦେଇ ଜହେର ଖାଉଥିବା ଦେଖିବାକୁ ମିଳୁଛି। ଚାଇନା ସାଲଟ୍ ଓ ବିଭିନ୍ନ ପ୍ରକାର ରଙ୍ଗ ଦିଆ ଖାଦ୍ୟ ବିକ୍ରି କରୁଥିବା ହୋଟେଲ ଉପରେ ନିୟମିତ ଚଢ଼ାଉ ହେଲେ ଅପମିଶ୍ରଣ ଖାଦ୍ୟ ବିକ୍ରି ଉପରେ ରୋକ ଲାଗିବ।

ad-week
Leave A Reply

Your email address will not be published.