ଯୁବ ଆଇନଜୀବୀ ଅନିଲ ପଟ୍ଟନାୟକଙ୍କ ବିୟୋଗ…

add-all


ଫୁଲବାଣୀ:-ସ୍ଥାନୀୟ କେନ୍ଦୁପଦର ସାହିର ଅଶୋକ ପଟ୍ଟନାୟକଙ୍କ ପୁତ୍ର ସ୍ବର୍ଗତ ଅନିଲ କୁମାର ପଟ୍ଟନାୟକ(୩୬)ଙ୍କ ଗତକାଲି ବିଳମ୍ବିତ ରାତିରେ ହୃଦ ଘାତରେ ପରଲୋକ ଘଟିଛି।ସେ ଫୁଲବାଣୀ ଓକିଲ ସଂଘର ସଦସ୍ୟ ଭାବେ ୨୦୧୬ ମସିହାରେ ଯୋଗ ଦେଇଥିଲେ। ସେ ଜଣେ ସରଳ,ଶାନ୍ତ, ମେଳାପୀ ସ୍ୱଭାବର ଯୁବ ଆଇନଜୀବୀ ଥିଲେ।ତାଙ୍କର ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।ସେହିପରି ଫୁଲବାଣୀ ଓକିଲ ସଂଘର ସଭାପତି ସିଧେଶ୍ୱର ଦାସ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ ଙ୍କ ସମେତ ସଙ୍ଘର ସମସ୍ତ ସଦସ୍ୟ ମାନେ ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପାର୍ଥିନା କରିଛନ୍ତି।

ad-week
Leave A Reply

Your email address will not be published.