ଶ୍ରୀମନ୍ଦିର ଭିତରକାଠରେ ପଡିଲା ରକ୍ତଛିଟା

add-all

ପୁରୀ : ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡିଲା ରକ୍ତଛିଟା। ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି । ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ ରହିଛି । ନୀତିକୁ ବନ୍ଦ କରାଯାଇ ମହାସାନ୍ନ ନୀତି କରାଯାଇଛି।

ସୂଚନା ଅନୁଯାୟୀ, ସୋମବାର ଦିନ ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତଛିଟା ପଡିଥିଲା ଏହାପରେ ତୁରନ୍ତ ମହାପ୍ରଭୁଙ୍କର ମହାସାନ୍ନ ନୀତି କରାଯାଇଛି ।ପ୍ରାୟ ୧ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ ରହିଛି। ଅନ୍ୟପଟେ ସୋମବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡାଦାଣ୍ଡରେ ଭକ୍ତଙ୍କ ଲମ୍ବା ଭିଡ ଲାଗିଛି। ପ୍ରବଳ ଖରାରେ ବଡ଼ଦାଣ୍ଡରେ ଡହଳ ବିକଳ ହେଉଛନ୍ତି ଭକ୍ତ।

ad-week
Leave A Reply

Your email address will not be published.