ଚିକିଟି ଉପଡାକଘର ଆଗରେ ଧାରଣା

add-all


ଚିକିଟି : କେନ୍ଦ୍ରିୟ ଟ୍ରେଡ଼ ୟୁନିୟନ ଡାକରାରେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣକୁ ବିରୋଧକରି ଚିକିଟି ଉପ ଡାକଘର ସାମ୍ନା ରେ ଡାକ କର୍ମଚାରୀ ମାନେ ଧାରଣା ଦେଇଛନ୍ତି।2 ଦିନିଆ ଏହି ଧର୍ମ ଘଟ ରେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ, ଡାକ ମିତ୍ର ଯୋଜନା ପ୍ରତ୍ୟାହାର, ଘରୋଇକରଣକୁ ବାଦ ଇତ୍ୟାଦି ଦାବି ପୂରଣ ପାଇଁ ନାରା ଦିଆଯାଇଛି। ସଭାପତି ଦୁର୍ଯ୍ୟଧନ ବେହେରାଙ୍କ ନେତୃତ୍ୱରେ ଉପସଭାପତି ଗୌରୀ ବାଗଚି,ସମ୍ପାଦକ ପ୍ରଫୁଲ୍ଲ ପ୍ରଧାନ, ସହ ସମ୍ପାଦକ ବିପିନ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶ୍ରମିକ ମାରଣ ନୀତି ବିରୁଦ୍ଧରେ ସ୍ବର ଉତ୍ତଳନ କରିଥିଲେ।ଫଳ ରେ ଦୁଇ ଦିନ ପାଇଁ ଡାକ ବ୍ୟବସ୍ଥା ଠପ ହେବା ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.