ବାଲ୍ୟ ବିବାହ ନିଷେଧ ଓ କିଶୋର କିଶୋରୀ ସଶକ୍ତିକରଣ ର ସଚେତନ ଶିବିର…

add-all

ମାଲକାନଗିରି : କାଲିମେଳା ଶିଶୁବିକାଶ ଯୋଜନା ତରଫରୁ ଆଜି ତାଣ୍ଡବାଇ ପଂଚାୟତ ଏମଭି ୭୯ ଠାରେ ଏକ ସଚେତନ ଶିବିର ଆୟୋଜିତ କରାଯଯାଇଥିଲା ।ଏହି ଶିବିରରେ ମୂଖ୍ୟ ଅତିଥି ଭାବେ ତାଣ୍ଡବାଇ ପଂଚାୟତ ସରପଞ୍ଚ ସତ୍ୟ ମାଡକାମୀ ଯୋଗଦେଇଥିଲେ ।ଏଥିସହ ସମସ୍ତ ୱାର୍ଡମେମ୍ବର ,ଅଙ୍ଗନବାଡି କର୍ମୀ,ଅଙ୍ଗନବାଡି ସୁପରଭାଇଜର ସରୋଜିନୀ ସାହୁ, ପୂର୍ବତନ ଜିଲାପରିସଦ ସଭ୍ୟ,ସମାଜସେବୀ ଶମ୍ଭୁ ବାଗଛି ଏବଂ ପଂଚାୟତ ଅଧିକାରୀ ଗଙ୍ଗାଧର ଖିଲ ଶିବିରରେ ଉପସ୍ଥିତ ରହି କଲେଜ ଏବଂ ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ବାଲ୍ୟବିବାହ ଉପରେ ବୁଝାଇବା ସହ ଶପଥ ପାଠ କରାଇଥିଲେ ।ଏହି ଶିବିର କୁ ଅଞ୍ଚଳବାସୀ ପ୍ରଶଂସା କରିଥିଲେ ।

ad-week
Leave A Reply

Your email address will not be published.