ବହୁଜନ ଛାତ୍ର ମୋର୍ଚ୍ଚା ତରଫରୁ ଆମ୍ବେଦକର ଜୟନ୍ତୀ ପାଳିତ

add-all

ଫୁଲବାଣୀ : ଭାରତୀୟ ବହୁଜନ ଛାତ୍ର ମୋର୍ଚ୍ଚା ତରଫରୁ ଫୁଲବାଣୀ ଠାରେ ଆଜି ବାବାସାହେବଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଛାତ୍ର ମୋର୍ଚ୍ଚାର ମୁଖ୍ୟ କାମୀନି ହଂସ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଶିକ୍ଷକ ସୁକାନ୍ତ କୁମାର ବେହେରାଙ୍କ ସହିତ, ସୁଧାଂଶୁ କୁମାର ବେହେରା,ଅଦୈତ କୁମାର ସାହାଣୀ, ରବିନ୍ଦ୍ରନାଥ ମୁନୀ, ଯୋଗେଶ୍ୱର ବେହେରା, ଧନେଶ୍ଵର ଖୁଣ୍ଟିଆ ଆଦି ଯୋଗଦେଇ ଥିଲେ ଓ ବାବା ସାହେବଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

ad-week
Leave A Reply

Your email address will not be published.