ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ…

add-all

ଗୋପଳପୁର :- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ଜାତୀୟ ସେବା ସଂସ୍ଥା – ପ୍ରଥମ.ଦ୍ଵିତୀୟ.ତୃତୀୟ. ଶାଖା. ଓ M. K. C.G. ମେଡିକାଲ ର ମିଳିତ ସହଯୋଗ ରେ ଚ୍ୟାରମ୍ୟାନ ସ୍ନାତକୋତ୍ତର.ଦ୍ୱାରା ରକ୍ତଦାନ ମହାପୂଣ୍ୟ ଓ ମାନବ ସେବା ଭଗବାନ ସେବା ର ମହତ ବାଣୀ ରେ ସ୍ୱେଚ୍ଛା ସେବକ ଙ୍କୁ ଉତ୍ସl ହିତ କରି ଉଦଘାଟନ ହୋଇ ଥିଲା ଏବଂ ସଂଯୋଜକ.N. S. S.1.2.3. ଶାଖା ଏବଂ ସ୍ୱଛା ସେବକ N. S. S. ବିକାଶ ରଞ୍ଜନ ସ୍ୱାଇ. ବାବୁଲ ମାଲିକ. ଚନ୍ଦନ କୁମାର ସାହୁ. ପର୍ତୁଶ୍ରୀ ରାଣୀ ପାତ୍ର. କ୍ରିଷ୍ଣlରାଣୀ ଜେନା. ପ୍ରୀତିଦର୍ଶିନୀ ବେହେରା.ଅକିଲେଶ ଚିରଞ୍ଜିବି. ଅବିନା. ସୌମ୍ୟା. ସତୀଶ କୁମାର ସାହୁ. ବିଶ୍ୱାରଞ୍ଜନ.ଦ୍ୱାର ସମସ୍ତ ରକ୍ତଦାତା ଙ୍କୁ ସମସ୍ତ ସେବା ଓ ସହାୟତା ପ୍ରଦାନ କରି ଏହି ମହତ କାର୍ଯ୍ୟ କୁ ସୂଚରୁରୂପେ ପରିଚାଳନା କରି 102. ୟୁନିଟ ରକ୍ତଦାନ ସଂଗ୍ରହ କରି ଥିଲେ.

ad-week
Leave A Reply

Your email address will not be published.