ଜିଲ୍ଲା ଉପଭୋକ୍ତା ଆୟୋଗ ଠାରେ ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ…

add-all


ବ୍ରହ୍ମପୁର : ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ ଠାରେ ଅଧ୍ୟକ୍ଷ ଶ୍ରୀ ପି. ସୂର୍ଯ୍ୟ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ତିନୋଟି ଉପଭୋକ୍ତା ମାମଲା ସମାଧାନ ହୋଇ ଟ୧,୧୩,୧୭୮ଙ୍କା କ୍ଷତିପୂରଣ ଉପଭୋକ୍ତା ଙ୍କୁ ପ୍ରଦାନ କରାଗଲା । ଏହି ଅବସରରେ ଜିଲ୍ଲା ଉପଭୋକ୍ତା ଆୟୋଗ ର ସଦସ୍ୟ ଶ୍ରୀ ସତୀଶ୍ ପାଣିଗ୍ରାହୀ ଓ ସଦସ୍ୟା ଶ୍ରୀମତୀ ସରିତ୍ରୀ ପଟ୍ଟନାୟକ ଲୋକ ଅଦାଲତ ବେଞ୍ଚ ପରିଚାଳନା ରେ ସହଯୋଗ କରିଥିଲାବେଳେ ଆଇନଜୀବୀ ଶ୍ରୀ କୈଳାସ ମିଶ୍ର, ସୁଶ୍ରୀ ମଧୁସ୍ମିତା ଯାଦବ, ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ, ଶ୍ରୀ ତାରିଣୀ ଚରଣ ପାଣିଗ୍ରାହୀ, ଶ୍ରୀ ସୁଦର୍ଶନ ସାହୁ, ଶ୍ରୀ ଉମା ମହେଶ୍ୱର ରାଓ, ଶ୍ରୀ ଏସ. ରାଜ ଗୋପାଳ ରାଓ ପ୍ରମୁଖ ଆଇନଜୀବୀ ଉପସ୍ଥିତ ରହି ମାମଲା ସମାଧାନ ରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.