ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ କନ୍ଧମାଳ ପ୍ରେସକ୍ଳବକୁ ଏକଲକ୍ଷ ଟଙ୍କା ପ୍ରଦାନ…

add-all

ଫୁଲବାଣୀ:-ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବର ବିଭିନ୍ନ ଅଭାବ ଅସୁବିଧାକୁ ହୃଦୟଙ୍ଗମ କରି କନ୍ଧମାଳ ସଂlସଦ ଡ଼ଃ ଅଚ୍ୟୁତ ସାମନ୍ତ ଵ୍ୟକ୍ତିଗତ ଭାବେ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି lଏ ନେଇ ସାଂସଦ ପ୍ରତିନିଧି ଦେବେନ୍ଦ୍ର ସାମଲ ସୂଚନା ଦେଇଛନ୍ତି lଫଳରେ ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା ଓ ଅନ୍ୟସଦସ୍ୟ ମlନେ କୃତଜ୍ଞତା ଜଣାଇଛନ୍ତି lଏହି ଅର୍ଥରେ ପ୍ରେସ୍ର କ୍ଲୁବର ଅlବଶ୍ୟକୀୟ ସରଞ୍ଜାମ କିଣାଯିବ l ନିକଟରେ ସଂସଦ ଡ଼ଃ. ସାମନ୍ତ ପ୍ରେସ କ୍ଲୁବର ଅତିରିକ୍ତ ଗୃହ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବା ଅବସର ରେ ପ୍ରେସକ୍ଲବ ପକ୍ଷରୁ ଅନୁରୋଧ କରାଯାଇଥିଲା l ଆଗକୁ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ ଜାରୀ ରହିବ ବୋଲି ସାଂସଦ ଡ଼ଃ. ସାମନ୍ତ ପ୍ରତିଶୃତି ଦେଇଛନ୍ତି l

ad-week
Leave A Reply

Your email address will not be published.