ଓଡିଶା ଅଣ – ଗେଜେଟେଡ୍ ବନ ସେବା ଆସୋସିଏଟ୍ ମାଲକାନଗିରି ଜୋନ୍ ଅଷ୍ଟମ ସାଧାରଣ ସମ୍ମିଳନୀ…

add-all

ମାଲକାନଗିରି : ଓଡିଶା ଅଣ-ଗେଜେଟେଡ୍ ବନ ସେବା ସଂଘର ପକ୍ଷରୁ ଅଷ୍ଟମ ଦ୍ଵି-ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରତାପ କୋଟାପାଲ୍ଲୀ, ଆଇଏଫଏସ ବିଭାଗୀୟ ବନ ଅଧିକାରୀ, ମାଲକାନଗିରି ମୁଖ୍ୟ ବକ୍ତା ଶ୍ରୀ ଜଗବନ୍ଧୁ ପାତ୍ର, ରାଜ୍ୟ ସଭାପତି ONGFSA, ଓଡିଶା, ସଂମ୍ମାନୀତ ଅତିଥି ଶ୍ରୀ କନ୍ଦନ ସିଂ, OFS , ସଂମ୍ମାନୀତ ଅତିଥି ଭାବେ ଏସ୍ ଲିଲି ଅମାନତ୍ୟା, OFS – ମାଲକାନଗିରି ସଂମ୍ମାନୀତ ଅତିଥି ଶ୍ରୀ ଭବାନୀ ଶଙ୍କର ପାରଳା, ରାଜ୍ୟ ଉପ ସଭାପତି ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ରାଜ୍ୟ ଯୁଗ୍ମ ସଚିବ ଶ୍ରୀ ସାନ୍ତୋଶ କୁମାର ବିଶୋତ୍ ରତ୍ନା, ରାଜ୍ୟ ଆସଷ୍ଟ। ONGFSA ମାଲକାନଗିରି ଜିଲ୍ଲା ସଭାପତି ଶ୍ରୀ ତପନ କୁମାର ସାହା ମାଲକାନଗିରି ଜିଲ୍ଲାର ସମ୍ପାଦକ ଶ୍ରୀ ସରୋଜ କୁମାର ସ୍ବାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଫଳ ରୂପେ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.