ଚିତ୍ରକୋଣ୍ଡା ପୋଲିସ୍ ଦ୍ୱାରା ୫୨୩ କିଲୋ ଗଞ୍ଜେଇ ନେଇ ଯାଉଥିବା ଟ୍ରକଜବତ ୧ଗିରଫ…

add-all

ମାଲକାନଗିରି : ଚିତ୍ରକୋଣ୍ଡା ପୋଲିସ୍ କୁ ବଡ଼ ସଫଳତା । ପୋଲିସ ଟିମ୍ ଦ୍ୱାରା ନାଇଟ ପାଟ୍ରୋଲିଂ ଡ୍ୟୁଟି ସମୟରେ ଗତକାଲି ଏକ ଟାଟା ଟ୍ରକ୍ ରେଜିଷ୍ଟ୍ରେସନ ନଂ ଓଡ଼ି୦୭ ଏ ଏଲ ୯୧୭୪ ଟାଟା ଟ୍ରକ ମଧ୍ୟରୁ ୫୨୩ କିଲୋଗ୍ରାମ ୪୪୦ ଗ୍ରାମର ବେଆଇନ ଗଞ୍ଜେଇ ଜବତ ସହ ଜଣଙ୍କୁ ଅଟକ ରଖିବା ସହ କୋର୍ଟ ଚାଲାଣ କରିଛି । ସହିତ ଚିହ୍ନଟ କରାଯାଇଥିଲା | ଆଜି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଉପସ୍ଥିତ ସମୟରେ ଦୁଇଜଣ ସାକ୍ଷୀ ଜବତ ଗଞ୍ଜେଇ ଚାଲାଣ କାରୀ ମିଥୁନ ପାଣିଗ୍ରାହୀ ପିତା ସ୍ୱର୍ଗତ ବିପ୍ରଚରଣ ପାଣିଗ୍ରାହୀ ବରଗଡ଼ ଥାନା ଜିଲ୍ଲା ଗଞ୍ଜାମ ବୋଲି ଚିହ୍ନଟ କରିଛନ୍ତି ।ଉକ୍ତ ଗଞ୍ଜେଇ ଚିତ୍ରକୋଣ୍ଡା ନିକଟ ଦାରକୋଣ୍ଡା ଠାରୁ ରାୟପୁର କୁ ଚାଲାଣ ହେଉଥିବା ସୂଚନା ମିଳିଛି ।

ad-week
Leave A Reply

Your email address will not be published.