ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ୫ଟି ସାନ୍ତାଳୀ ଗ୍ରାମର ଆଦିବାସୀପରିବାରଙ୍କ ପୁଜାର୍ଚ୍ଚନା

add-all

ମାଲକାନଗିରି : ମାଲକାନଗିରି ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ରାଷ୍ଟ୍ରପ୍ରତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା ପାଇଁ ତାଙ୍କ ଫଟୋଚିତ୍ର ରଖି ହଜାରରୁ ଉର୍ଦ୍ଧ୍ବ ମହିଳା ପୁରୁଷ ପ୍ରଥମେ ଜଙ୍ଗଲରେ ନିଜର ଇଷ୍ଟ ଦେବାଦେବୀଙ୍କୁ ପୁଜାର୍ଚନା କରିବା ସହ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରିଛନ୍ତି । ପରେ ପରେ ଗ୍ରାମ ଖେଳ ପଡିଆରେ ଏକ ସଭାର ଆୟୋଜନ କରା ଯାଇ ଜଣେ ସାନ୍ତାଳୀ ସମ୍ପ୍ରଦାୟର ଆଦିବାସୀ ମହିଳା ଆଜି ଭାରତର ରାଷ୍ଟ୍ରପତି ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ଜାଣି ଆନନ୍ଦରେ ବିହ୍ୱର ହୋଇ ପଡିଛନ୍ତିା ତାଙ୍କର ବିଜାୟ କାମନା କରି ନାଚଗୀତରେ ଗ୍ରାମଟି ଆନନ୍ଦ ମୁଖରିତ ହୋଇଛିା ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏକଜୁଟ ହୋଇ ସାନ୍ତାଳ ପାରମ୍ପରିକ ପୋଷାକ ପିନ୍ଧି ଦ୍ରୌପଦୀ ମୁର୍ମୁଙ୍କ ଜୟଗାନ କରିବାସହ ମହିଳା ଆଦିବାସୀ ରାଷ୍ଟ୍ରପତି ହେବାକୁ ଯାଉଥିବାରୁ ଆନନ୍ଦରେ ବିହ୍ୱର ହୋଇ ଯାଇଛନ୍ତିାପତି ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ଜାଣି ଆନନ୍ଦରେ ବିହ୍ୱର ହୋଇ ପଡିଛନ୍ତିା ତାଙ୍କର ବିଜାୟ କାମନା କରି ନାଚଗୀତରେ ଗ୍ରାମଟି ଆନନ୍ଦ ମୁଖରିତ ହୋଇଛିା ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏକଜୁଟ ହୋଇ ସାନ୍ତାଳ ପାରମ୍ପରିକ ପୋଷାକ ପିନ୍ଧି ଦ୍ରୌପଦୀ ମୁର୍ମୁଙ୍କ ଜୟଗାନ କରିବାସହ ମହିଳା ଆଦିବାସୀ ରାଷ୍ଟ୍ରପତି ହେବାକୁ ଯାଉଥିବାରୁ ଆନନ୍ଦରେ ବିହ୍ୱର ହୋଇ ଯାଇଛନ୍ତିା

ad-week
Leave A Reply

Your email address will not be published.