ଚାକିରୀ ଦେବା ନାଁରେ ଠକେଇ, ପ୍ରେମୀଯୁଗଳ ସମେତ ୩ ଗିରଫ

add-all

ଭୁବନେଶ୍ବର: ଚାକିରୀ ଦେବା ନାଁରେ ଠକେଇ । ସାଇବର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ପ୍ରେମୀଯୁଗଳ ରହିଛନ୍ତି। ତିନି ଜଣ ବ୍ୟକ୍ତିଙ୍କ ଠାରୁ ୧୩ ଲକ୍ଷ ଟଙ୍କା ଠକେଇ କରି ନେଇ ସାଇବାର ଥାନାରେ ଅଭଯୋଗ ହୋଇଥିଲା। ନକଲି ୱେବ ସାଇଟ୍ କରି ଚାକିରୀ ଦେବା ନାଁରେ ଚଳାଇଥିଲେ ର୍ୟାକେଟ। ସାଇବର ପୋଲିସ ତଦନ୍ତ କରି ପ୍ରେମୀଯୁଗଳ ସମେତ ୩ ଜଣଙ୍କୁ ଗିରଫ କରିଥିଲା।

ad-week
Leave A Reply

Your email address will not be published.