ଗୋଟିଏ ଯୁଇରେ ଜଳିଲା ମା ଓ ଝିଅର ମରଶରୀର

add-all

ଫୁଲବାଣୀ : ଗୋଟିଏ ଯୁଇରେ ଜଳିଲା ମା ଓ ଝିଅର ମରଶରୀର | ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ସହରରେ ଗତକାଲି ଅପରାହ୍ନ ସମୟରେ ଫୁଲବାଣୀ ତ୍ରିଦେବ ନଗରରେ ବାସ କରୁଥିବା ବ୍ରଜବନ୍ଧୁ ମାଝୀଙ୍କ ଘର କାନ୍ଥ ପଡିଯିବାରୁ ପରିବାର ୪ ଜଣ ଚାପି ହୋଇ ରହିଯାଇଥିଲେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ଟିମ୍ ହ୍ୟୁମାନୀଟି ସଦସ୍ୟ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ଫୁଲବାଣୀ ମେଡିକାଲରେ ପହଂଚାଇ ଥିଲେ କିନ୍ତୁ ଦୁଃଖ ର କଥା ମେଡିକାଲ ରେ ପହଁଚିବା ପରେ ମା ସୁରଥୀ ମାଝୀ ଓ ୫ ବର୍ଷର ଶିଶୁକନ୍ୟାକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ କିନ୍ତୁ ରାତି ହୋଇଯାଇଥିବାରୁ ଉଭୟଙ୍କ ଶବ ସତ୍କାର ହୋଇ ପାରିନଥିଲା ଆଜି ସଖାଳୁ ଉଭୟଙ୍କ ମରଶରୀର ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି ପରିବାର ଲୋକେ ହିନ୍ଦୁ ରୀତିନୀତି ଅନୁସାରେ ଶବ ସତ୍କାର କରିଛନ୍ତି ।

ad-week
Leave A Reply

Your email address will not be published.