ଟଙ୍କା ଓ ମୋବାଇଲ ସହ ୬ଜୁଆଡ଼ି ଗିରଫ

add-all

ଭଞ୍ଜନଗର (୧୬/୭) : ଭଞ୍ଜନଗର ଥାନା ଅନ୍ତର୍ଗତ ରାଜକୁଣ୍ଡୁ ଗ୍ରାମର ଏକ ଅବ୍ୟବହୃତ ଘରେ ଜୁଆ ଖେଳ ଚାଲିଥିବା ଖବର କୌଣସି ସୂତ୍ରରୁ ପାଇ ପୋଲିସ ଅଚାନକ ସେହି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା।ସେଠାରୁ ୬ଜଣ ଜୁଆଡ଼ି ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ଟି ମୋବାଇଲ ଫୋନ ଓ ୩୦,୫୨୦ଟଙ୍କା ଜବତ ହୋଇଥିବା ଭଞ୍ଜନଗର ଥାନା ଅଧିକାରୀ ଧିରେସ କୁମାର ଦାସ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.