ବ୍ରାହ୍ମଣୀଗାଁ ଥାନାର ନୂତନ ଅଧିକାରୀ ହେଲେ ଚାପଧାରୀ ପ୍ରଧାନ

add-all

ଦାରିଙ୍ଗବାଡି, ୧୬/୦୭ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଭାବେ ଚାପଧାରୀ ପ୍ରଧାନ ଦାଇତ୍ୱ ଭାର ଗ୍ରହଣ କରିଥିବା ପ୍ରକାଶ ପାଇଛି।ଏହାପୂର୍ବରୁ ସେ ବାଲିଗୁଡା ଥାନାରେ ଉପ ନିରୀକ୍ଷକ ଭାବେ କାର୍ଯ୍ୟ ରତଥିଲେ। ପୂର୍ବରୁ ଥିବା ଥାନା ଅଧିକାରୀ ଦଶରଥ ହେମ୍ବ୍ରମଙ୍କ ପଦୋନ୍ନତି ହୋଇ ଭିଜିଲାନ୍ସ ବିଭାଗକୁ ବଦଳି ହେବା ଫଳରେ, ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଭାବେ ଶ୍ରୀ ପ୍ରଧାନ କାର୍ଯ୍ୟଭାର ଗ୍ରହଣ କରିଥିବା ଜଣାଡିଛି। ପୂର୍ବରୁ ଗଞ୍ଜାମ ଜିଲାର ଆସିକା ଥାନାରେ ସୂଚାରୁ ରୂପେ ଦାଇତ୍ୱ ପ୍ରତିପାଦିତ କରି ଆସିଥିବା ଜଣାପଡିଛି।

ad-week
Leave A Reply

Your email address will not be published.