ଚିକିଟି ତାଲୁକା ପନ୍ଦରା ସମାଜ କର୍ମକର୍ତ୍ତାଙ୍କ ବୈଠକ

add-all

ଚିକିଟି : ଚିକିଟି କରବାଲୁଆ ପନ୍ଦରା ସମାଜ କୋଠଘରେ ଶ୍ରୀ ନରସିଂହ ବେହେରାଙ୍କ ସଭାପତିତ୍ୱରେ ଚିକିଟି ତାଲୁକା ପନ୍ଦରା ସମାଜର ପୁରାତନ ଓ ନୂତନ କର୍ମକର୍ତ୍ତାଙ୍କ ବୈଠକ ହୋଇଥିଲା। ଏହି ବୈଠକରେ ତାଲୁକାର ସାଂଘଠନିକ, ତାଲୁକାର କୋଠଘର ଏବଂ ଗଞ୍ଜାମ ଜିଲ୍ଲା ସମ୍ପାଦକ ଶ୍ରୀ ଅନନ୍ତ ବାଡତ୍ୟା ଙ୍କ ଇସ୍ତଫା ପତ୍ର ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକକୁ ତାଲୁକା ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ବେହେରା ସଂଯୋଜନା କରିଥିଲେ।

ad-week
Leave A Reply

Your email address will not be published.