ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ପ୍ରଦକ୍ଷିଣ ଗୃହ ଠାରେ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ଏସସି, ଏସଟି,ଓବିସି ସଂଖ୍ୟା ଲଘୁ ସେଲ ଓ ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଫୁଲବାଣୀ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ, ବିରେନ୍ଦ୍ର ଦାସ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୀମାଞ୍ଚଳ ବେହେରା, ରାଜ୍ୟ ବିଜେଡ଼ି ସଂଖ୍ୟା ଲଘୁ ସେଲର ସମ୍ପାଦକ ଏମ ଡି ୟାସିନ ବେଗ ଓ ଜିଲ୍ଲା ବିଜେଡି ସଂଖ୍ୟା ଲଘୁ ସେଲର ଜିଲ୍ଲା ସମ୍ପାଦକ ବିମଳ କୁମାର ନାୟକ ସମେତ ବହୁ ବିଜେଡ଼ି ନେତୃ ମଣ୍ଡଳୀ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଥିଲେ । ସେ ଆସନ୍ତା କାଲି ଜିଲ୍ଲାର ପୋଲିସ ପଡ଼ିଆ ଠାରେ ଜାତୀୟ ପତାକା ଉତ୍ତୋଳନ କରି ଫୁଲବାଣୀ ବାସୀଙ୍କ ଉଦେଶ୍ୟରେ ତାଙ୍କର ଅଭିଭାଷଣ ରଖିବେ।

ad-week
Leave A Reply

Your email address will not be published.