ହିଞ୍ଜିଳିକାଟୁ : ଗୀତା ମନ୍ଦିରର ନୂତନ କମିଟି ଗଠନ…

add-all


ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ବଇଁଚବଣିଆ ସ୍ଥିତ ଗୀତା ମନ୍ଦିରର ସାଧାରଣ ବୈଠକ ଶୁକ୍ରବାର ଘୀତା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ନୂତନ କାର୍ଯ୍ୟ କାରିଣୀ କମିଟି ଗଠନ ହୋଇଥିଲା। ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ ଙ୍କୁ ସର୍ବ ସମ୍ମତ ଭାବେ ସଭାପତି ମନୋନୀତ କରାଯାଇଛି। ଉପସଭାପତି- ଜଗନ୍ନାଥ ସାହୁ , ସମ୍ପାଦକ- ପ୍ୟାରୀମୋହନ ପାଢୀ , ଯୁଗ୍ମ ସମ୍ପାଦକ- ସୀତାକାନ୍ତ ପାତ୍ର ଓ କୋଷାଧ୍ୟକ୍ଷ ଭାବେ ମନମୋହନ ଦାସ ,ଉପଦେଷ୍ଟା ଭାବେ ବାବୁଲି ମହାପାତ୍ର ଙ୍କୁ ସର୍ବ ସମ୍ମତିରେ ମନୋନୀତ କରାଯାଇଛି। କାର୍ଯ୍ୟ କାରିଣୀ କମିଟି ସଦସ୍ୟ ଭାବେ ଓ୍ବାର୍ଡ ସଭ୍ୟା ଶ୍ୟାମଘନ ଵେହେରା ,କିରଣ କୁମାର ପଟ୍ଟନାୟକ, କେଦାରଶ୍ବର ପରିଡା, ଅଭିମନ୍ୟୁ ଦଳାଇ, ବିଶ୍ବନାଥ ସାହୁ, କୃଷ୍ଟ ଚନ୍ଦ୍ର ସାହୁ, ଦିଲୀପ ବୈଠାରୁ, ବିଶ୍ବମ୍ବର ସାହୁ, ହରିହର ପଣ୍ଡା, ନିଳାଚଳ ପାଳ, ରାମପାଢି, ସଞ୍ଜୟ ସ୍ବାଇଁ, ପ୍ରଦ୍ୟୁମ୍ନ ମହାପାତ୍ର ଶିବଶଙ୍କର ନାହାକ, ଦେବବ୍ରତ ପଟ୍ଟନାୟକ, ସତ୍ୟବ୍ରତ ପଟ୍ଟନାୟକ, ରାଜା ପଟ୍ଟନାୟକ, ରାକେଶ ଦାସ, କୂନା ମହାପାତ୍ର ଙ୍କୁ ମନୋନୀତ କରାଯାଇଛି। ଏଥିରେ ଅଞ୍ଚଳର ବହୁ ବ୍ୟକ୍ତି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

ad-week
Leave A Reply

Your email address will not be published.