କନ୍ଧମାଳ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

add-all

ଫୁଲବାଣୀ:- ଆଜି କନ୍ଧମାଳ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଫୁଲବାଣୀ ପୌରପରିସଦର ୯ ନମ୍ବର ୱାର୍ଡର କେ ବି ହିଷ୍ଟି କଲେଜ କ୍ୟାମ୍ପସ ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଭିନ୍ନ କିସମର ୨୫ଟି ଵୃକ୍ଷ ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସରୋଜ କର୍ଣ,ବିଜୁ ଯୁବ ଜନତା ଦଳର ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ସୁନିଲ ସେଠୀ, ଯୁବ ନଗର ସଭାପତି ପାର୍ଥ ବିଶ୍ୱାଳ, ଛାତ୍ର ନଗର ସଭାପତି ସନ୍ଦୀପ ମହାନ୍ତି,୪ନମ୍ବର ୱାର୍ଡ ମେମ୍ବର ମାଧବୀ ମିଶ୍ର,୮ ନମ୍ବର ୱାର୍ଡର ରାଜେନ୍ଦ୍ର ପାଢ଼ୀ, ତ୍ରିଲୋଚନ କଁହର, ବିରଜା କଁହର ଏବଂ ଯୁବ ଜନତା ଓ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.