ସମନ୍ୱିତ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟର ଛାତର ସିମେଣ୍ଟ ଭୁଶୁଡି କର୍ମଚାରୀ ଆହତ

add-all

ମାଲକାନଗିରି, ୯।୫: ମାଲକାନଗିରି ସଦର ମହକୁମା ସମନ୍ୱିତ ଶିଶୁ ବିକାଶ ବିଭାଗ କାର୍ଯ୍ୟାଲୟ ଛାତର ସିମେଣ୍ଟ ଭୁସୁଡି ଜଣେ କର୍ମଚାରୀ ଆହତ ହୋଇଛନ୍ତିା ତଥ୍ୟ ଅନୁଯାୟୀ ଆଜି ସକାଳେ ସମନ୍ୱିତ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟରେ ଅକସ୍ମାତ ଛାତ ଉପର ସିମେଣ୍ଟ ଖସି ପଡିଥିଲ।। ତେବେ ସେହି ସମୟରେ ଜଣେ କର୍ମଚାରୀ ନିଜର କାର୍ଯ୍ୟ ତୁଲାଉଥିବା ବେଳେ ଉକ୍ତ ସିମେଣ୍ଟ ଖଣ୍ଡ ଉକ୍ତ କର୍ମଚାରୀଙ୍କ ଉପରେ ପଡି ଯିବାରୁ ଆହତ ହୋଇଥିଲୋ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ମାନେ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରି ଚିକିତ୍ସା କରାଇଥିଲୋ ତେବେ ଉକ୍ତ କାର୍ଯ୍ୟ।ଳୟଟି ବହୁ ପୁରାତନ ହୋଇଥିବାରୁ ଏପରି ସିମେଣ୍ଟ ଖଣ୍ଡ ଖସି ପଡୁଛିା ତେଣୁ ଏହାକୁ ତୁରନ୍ତ ମରାମତି କରିବା ପାଇଁ ସାଧାରଣରେ ଦାବି ହୋଇଛି ।

ad-week
Leave A Reply

Your email address will not be published.