୪୫ ଜଣଙ୍କ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

add-all

ଝରୀଗାଁ : ଝରୀଗାଁ ପଂଚାୟତ ସମିତି କାର୍ଯ୍ୟାଳୟ ସଭା ଗୃହରେ ବ୍ଲକସ୍ତରିୟ ଯୁଗ୍ମଜଣ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା | ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ 45 ଜଣଙ୍କ ଅଭିଯୋଗ ଜିଲ୍ଳାପାଳ Dr କମଳ ଲୋଚନ ମିଶ୍ର ଶୁଣିଥିଲି | ଅଭିଯୋଗ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗର ଆଦିକାରୀଙ୍କୁ ସେ ନିର୍ଦେଶ ଦେଇଥିଲେ |

ଜିଲ୍ଳା ସାମାଜିକ ସୁରକ୍ଷା ପକ୍ଷରୁ ଦିବ୍ୟଙ୍ଗୋ କୁ 4 ଟି ହୁଲଚେର 5ଟି ଟ୍ରାଇ ସାଇକେଲ,6 ଜନଙ୍କୁ କୁତ୍ରିମ ଅଂଙ୍ଗ, 4 ଜଣ କୁ ଶ୍ରାବଣ ଉପକରଣ,ଏବଂ ଚାଟିଗୁଡା ଗ୍ରାମରୋ ଦେବ ଗୌଡ଼ ଓ କୁମାରୀ ଗୌଡ଼ ଦିବ୍ୟଙ୍ଗ ବିବାହ ଆର୍ଥିକ ସହାୟତା ବାବଦକୁ 2 ଲକ୍ଷ 50 ହଜାର ଟଙ୍କାର ଚେକ ଜିଲ୍ଳାପାଳ ନିଜେ ପ୍ରଦାନ କରିଥିଲେ, ଶିବିରରେ ଅନନମାଙ୍କ ମଧ୍ୟରେ ଉପଜିଲ୍ଲା ପାଳ ପ୍ରଶାନ୍ତ ରାଉତ, ସିଡିଏମ ଓ ଡ. କାଲିପ୍ରସାଦ ବେହେରା, ଜୟକ୍ରିଷ୍ଣ ବେହରା, ଡିଇଓ ପ୍ରଦୀପ ନାଗ, ଜଣଜାତି ଉନ୍ନୟନ ସଂସ୍ଥା ପ୍ରଶାକ ଅଭିମାନୁ ମାଝୀ, ପୂର୍ବବିଭାଗ ଅଧିକନ ଯନ୍ତ୍ରୀ ପ୍ରୋଫୁଲ ମିଶ୍ର, ଜିଲ୍ଲା ପଂଚାୟତ ଅଧିକାରୀ ଶିଶିର ପାଣି,ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ ସ୍ବର୍ଣ୍ଣଲତା ବିଶ୍ବାସ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଳା ଶିଶୁ ବିକାଶ ଆଖିକାରୀ, ଶ୍ରୀ ସୁରେଶ ପଟନାୟକ, ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଦିଲୀପ ଦାସ, ଓ ଝରୀଗାଁ ପଂଚାୟତ ସମିତି ଅଧ୍ୟାୟ ଦୁର୍ଗା ପ୍ରସାଦ ମାଝୀ, BDO ନାରାୟଣ ମେହର, ତାସିଲଦାର ହୁସିକେଶ ଗଣ୍ଡ ଉପସ୍ଥିତଥିଲେ |

ad-week
Leave A Reply

Your email address will not be published.