ସ୍ଵଛତା ପକ୍ଷର ପ୍ରଥମ ଦିବସରେ ପି ଆଣ୍ଡ ଟି କୋଲନୀ ଛତ୍ରପୁର ରେ ସଫେଇ କାର୍ଯ୍ୟକ୍ରମ

add-all

ଛତ୍ରପୁର : ଚଳିତ ବର୍ଷର ସ୍ଵଛତା ପକ୍ଷ ର ପ୍ରଥମ ଦିବସ ସ୍ଵଛତା ଆବାସ ଉପଲକ୍ଷେ ଓଡିଶା ପୋଷ୍ଟାଲ ସର୍କଲ ଚିଫ ପୋଷ୍ଟ ମାଷ୍ଟର ଜେନେରାଲ ଶ୍ରୀ ଶୁଭେନ୍ଦୁ କୁମାର ସ୍ୱାଇଁ ଙ୍କ ନିର୍ଦେଶ ରେ ବ୍ରହ୍ମପୁର ବ୍ରହ୍ମପୁର ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀ ତାରିଣୀ ଚରଣ ପାଢ଼ୀ ଙ୍କ ଆହ୍ୱାନ କ୍ରମେ ଛତ୍ରପୁର ମୁଖ୍ୟ ଡାକଘର ସମସ୍ଥ କର୍ମଚାରୀ ସ୍ଥାନୀୟ ପି ଆଣ୍ଡ ଟି କଲୋନୀ ରେ ସଫେଇ କାର୍ଯ୍ୟକ୍ରମ କ୍ରମ କରିଥିଲେ l ଏହି ଅବସରରେ ସବୁ କର୍ମଚାରୀ ମାନେ ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କୁ ଜନ୍ମଦିନ ର ସମୂହ ଶୁଭେଚ୍ଛା ବାର୍ତା ଜ୍ଞ୍ୟାପନ କରିଥିଲେ l ଛତ୍ରପୁର ପୋଷ୍ଟ ମାଷ୍ଟର ଅଶ୍ୱିନୀ କୁମାର ସ୍ୱାଇଁ , ସ ହକାରୀ ଡାକ ଅଧିକ୍ଷକ ଏମ ସଞ୍ଜୟ କୁମାର ଦୋରା ଏ ପି ଏମ ସମ୍ମଦ ଖାନ, ଯୋଗେନ୍ଦ୍ର ଗୌଡ଼ ଅନ୍ୟାନ୍ୟl କର୍ମଚାରୀ ଯଥା ଏନ ଲିଙ୍ଗ ରାଜ ରେଡ୍ଡୀ,ସନ୍ତୋଷ କୁମାର ସାହୁ, ଶିବୁ ସୋରେନ,ଆର କେ ପଟନାୟକ, କନକ ମଞ୍ଜରୀ ପାହାନ, ପି କ୍ରିଷ୍ଣାମୂର୍ତ୍ତି, ନବଘନ ରେଡି ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.