ପଦ୍ମପୁର ବିଧାନସଭା ଆସନ ଖାଲି ନେଇ ବିଜ୍ଞପ୍ତି ପ୍ରକାଶ

add-all

ଭୁବନେଶ୍ବର: ପଦ୍ମପୁର ବିଧାନସଭା ଆସନ ଖାଲି ନେଇ ବିଜ୍ଞପ୍ତି ପ୍ରକାଶ। ଆସନ ଖାଲି ନେଇ ଭାରତୀୟ ନିର୍ବାଚନ କମିସନ, ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଧାନସଭା ବାଚସ୍ପତି। ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଆସନ ଖାଲି ପଡ଼ିଥିବା ନେଇ ବିଧାନସଭା ପକ୍ଷରୁ ଅବଗତ କରାଯାଇଛି। ଅକ୍ଟୋବର ୩ତାରିଖରେ ପଦ୍ମପୁରର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ହୋଇଥିଲା।

ad-week
Leave A Reply

Your email address will not be published.