ଡକାୟତି ଯୋଜନା ବିଫଳ; ମହିଳାଙ୍କୁ ଗୁଳି କଲେ ଦୁର୍ବୃତ୍ତ

add-all

ବାସୁଦେବପୁର ୦୪/୧୧: ବାସୁଦେବପୁର ଭଦ୍ରକ ରାସ୍ତାର ଚଉରା ଛକ ପାଖରେ ଡକାୟତ ଉଦ୍ୟମ ବିଫଳ ହେବାରୁ ମହିଳାଙ୍କୁ ଗୁଳିମାଡ଼। ଏହାପରେ ସମ୍ପୃକ୍ତ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁଳିକାଣ୍ଡପେ ଆହତ ମହିଳାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ପରିଚୟ ଜ୍ୟୋସ୍ନା ରାଣୀ ସାହୁ ବୋଲି ଜଣାପଡ଼ିଛି।

ଏନେଇ ସ୍ଥାନୀୟ ପୋଲିସ ଘଟଣାର ଖୋଳତାଡ଼ କରିବା ସହିତ ତଦନ୍ତ କରୁଛି। ତଦନ୍ତ ପରେ ଅସଲ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

ad-week
Leave A Reply

Your email address will not be published.