ବୁଗୁଡ଼ା ମିଡ଼ିଆ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

add-all

ବୁଗୁଡ଼ା : ବୁଗୁଡ଼ା ମିଡ଼ିଆ କ୍ଳବ ପକ୍ଷରୁ ସଭାପତି ଅନିଲ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି ମନୋରଞ୍ଜନ ଦାଶ, ସମ୍ପାଦକ ପ୍ରଫୁଲ୍ଲ ପଟ୍ଟନାୟକ, କୋଷାଧକ୍ଷ ବିଶ୍ଵମୋହନ ମିଶ୍ର, ଉପଦେଷ୍ଟା କାଳିଚରଣ ଦାଶ, ସଦସ୍ୟ ଅଭୟ ପ୍ରସାଦ ପାଣିଗ୍ରାହୀ,ହରପ୍ରସାଦ ପାଢ଼ୀ, ଶିବ ପ୍ରସାଦ ଦୋରା , ରାମ ନାରାୟଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ପ୍ରେସ ଦିବସର ମହତ୍ତ୍ବ ତଥା ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ସହ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି କରିବା ପାଇଁ ଦାବି ହୋଇଥିଲା l

ad-week
Leave A Reply

Your email address will not be published.