
ଫୁଲବାଣୀ : କନ୍ଧମାଳ ଜ଼ୀଲ୍ଲାର ପ୍ରତିଟି ବ୍ଲକରେ ଏବଂ ସଦର ମହକୁମା ଆଉ ଜ଼ୀଲ୍ଲା ସ୍ତରରେ ମଧ୍ୟ ବିଭିନ୍ନ ଦପ୍ତରରେ ଆଉଟସୋରସିଂ ମାଧ୍ୟମରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳାର ସହ କଳାବ୍ୟାଚ ଧାରଣ କରି ନିଜ ନିଜ ବିଭାଗରେ ସୁଚାରୁ ରୁପେ କାର୍ଯ୍ୟ ତୁଲାଇଛନ୍ତି ଏବଂ ପ୍ରଥମ ଦିନରୁ ଅର୍ଥାତ ୧୪.୧୧.୨୦୨୨ ତାରିଖ ରୁ କଳା ବ୍ୟାଚ ଧାରଣ କରି ସବୁବର୍ଗର ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସେଇ ଗୋଟିଏ ସ୍ୱର ଉତ୍ତଳନ କରି କହୁଛନ୍ତିକି ଯଦିଓ ସରକାର ୨୦.୧୧.୨୦୨୨ ତାରିକ୍ଷ ମଧ୍ୟରେ ଯଦି କିଛି ଗରୁତ୍ବ ପଦକ୍ଷେପ ନେଇ ଏହି କୁଛିତ ଆଉଟ ସୋର୍ସିଙ୍ଗ ପ୍ରଥାକୁ ବିଲୋପ କରି ସବୁ ବର୍ଗର ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନେବେ ତେବେ ସାରା ଓଡ଼ିଶାରେ ଥିବା ହଜାର ହଜାର ଆଉଟସୋର୍ସ କର୍ମଚାରୀ ନିଜ ଜ଼ୀଲ୍ଲାରୁ ବାହାରି ରାଜଧାନୀରେ ପହଂଚି ଓଡ଼ିଶାର ମାନ୍ୟବର ବରେଣ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ମହୋଦୟଙ୍କୁ ପୁଷ୍ପମାଲ୍ୟ ଦେଇ ସୁସ୍ୱାଗତ ଜଣାଇ ନିଜ ଜ଼ୀଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିବହେବେ ଏବଂ ଯଦି ସେପରି ସରକାର ନଭେମ୍ବର ୨୦ ତାରିଖ ସୁଦ୍ଧା କିଛି ପଦକ୍ଷେପ ନନିୟନ୍ତି ତେବେ ୨୬ ତାରିକ୍ଷରେ ଓଡିଶାରୁ ସବୁ ବର୍ଗର ଆଉଟସୋରସିଂ କର୍ମଚାରୀ ସମୂହ ଭାବେ ବହାରିଯାଇ ରାଜ୍ୟନେତୃମଣ୍ଡଳୀଙ୍କ ସହ ସହବନ୍ଧିତ ହୋଇ lower PMG ରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରି ନିଜ ନିଜର ଶକ୍ତିପଦର୍ଶନ କରିବେ ବୋଲି ସଭାପତି ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଓ ଜ଼ିଲ୍ଲା ଶାଖାର ଅନ୍ୟନେତୃମଣ୍ଡଳୀ ମତବ୍ୟକ୍ତ ରଖିଛନ୍ତି l