ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଙ୍କ ହିଞ୍ଜିଳି ଥାନା ପରିଦର୍ଶନ…

add-all


ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଵୂଧବାର ହିଞ୍ଜିଳି ଥାନା ପରିଦର୍ଶନରେ ଆସି ସମୀକ୍ଷା କରିଥିଲେ ା ଗତ ଏକ ବର୍ଷ ମଧ୍ୟରେ ହିଞ୍ଜିଳି ଥାନା ୱାରେଣ୍ଟି ଧରପଗଡ, ଜୁଆଆଡ୍ଡା ଚଢ଼ାଉ, ଚୋରାମଦ, ସହ ବିଭିନ୍ନ ମାମଲାର ଚାର୍ଜସିଟ ପ୍ରସ୍ତୁତ ସହ ମୋ ସରକାର

କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ସହ ଅପରାଧ ନିୟନ୍ତ୍ରଣ କରିବାକୁ ନିର୍ଦ୍ଧେଷ ଦେଇଥିଲେ। ଶ୍ରୀ ରାୟ ହିଞ୍ଜିଳି ଥାନା ବୂଲି ଦେଖିବା ସହ ନୁତନ ଥାନା ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଗୁରୁତ୍ୱାରୋପ ଦେଇଛନ୍ତି। ଗଞ୍ଜାମ ଏସପି. ବ୍ରିଜେଶ କୁମାର ରୟଙ୍କ ଗସ୍ତ ସମୟରେ ଆସିକା ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ,ଏସ ଆଇ ସିଦ୍ଧାର୍ଥ ଜେନା, ଏସ ଆଇ ଗୋପାଳ କୃଷ୍ଣ ଆଗୁ ପାତ୍ର, ଏସ ଆଇ ରାଘବ ପ୍ରଧାନ, ଏସ ଆଇ କାମଳିନୀ ନାୟକ , ଏସ ଆଇ ପ୍ରକାଶ ଵେହେରା ,ଏ ଏସ ଆଇ ସୂବାସ ମିଶ୍ର, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ ଙ୍କ ସହ ହିଞ୍ଜିଳି ଥାନା ର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.