ଓ୍ବାରେଣ୍ଟ୍ ବଳରେ ଦୁଇ ଗିରଫ…

youtube

ବୁଗୁଡ଼ା (୦୬/୦୧): ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମର ଦୁଇ ଜଣ ଯୁବକଙ୍କୁ ପୋଲିସ ଓ୍ବାରେଣ୍ଟ୍ ବଳରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ଠାରୁ ଜଣାଯାଇଛି । ଗିରଫ ଦୁଇ ଜଣ ହେଲେ କୃଷ୍ଣ ନାଇକ(୩୦) ଓ ସୁନିଲ୍ ନାଇକ(୨୮) । ସେମାନଙ୍କ ନାମରେ ଜିଆର୍ କେସ୍ ନଂ ୭୭/୧୭ ରେ ଏକ ମାମଲା ରହିଥିବା ବେଳେ ସେ ଦୁହେଁ ଫେରାର୍ ଥିଲେ । ସେମାନେ ଗାଁରେ ଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଏଏସଆଇ ରାଜ କୁମାର ମହାପାତ୍ର ସେମାନଙ୍କୁ କାବୁ କରି ଗିରଫ କରିଥିଲେ ।

Leave A Reply

Your email address will not be published.