ସାଧାରଣତନ୍ତ୍ର ଦିବସ ନେଇ ବ୍ଲକ ଅଞ୍ଚଳରେ ପୋଲିସର ଯାଞ୍ଚ…

add-all

ଦାରିଙ୍ଗବାଡି,୨୫/୧ : ସାଧାରଣତନ୍ତ୍ର ଦିବସକୁ ନଜର ରେ ରଖି ଦାରିଙ୍ଗବାଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯାଇ ଗାଡ଼ି ଯାଞ୍ଚ କରାଯାଉଛି । ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କୁ ତତ୍ୱାବଧାନ କ୍ରମେ ଏସଆଇ ଲକ୍ଷ୍ମୀ ମାଝୀ ସମେତ ପୋଲିସ ଫୋର୍ସ ମୁତୟନ ହୋଇ ଯାଞ୍ଚ କଡ଼ାକଡ଼ି କରିଥିଲେ । ଦାରିଙ୍ଗବାଡି ହିଲଭିୟୁ ଛକ, ସୀମନବାଡି, ବୁଡ଼ାଗୁଡ଼ା ଛକ ନିକଟରେ ଯାଞ୍ଚଗାଡ଼ି ଗୁଡ଼ିକର ଡିକି ଗୁଡ଼ିକୁ ଯାଞ୍ଚ କରାଯିବା ସହ ମଦ୍ୟପ ଚାଳକ, ଗାଡ଼ି କାଗଜ ପତ୍ର ଯାଞ୍ଚ କରାଯାଇଥିଲା। ସେହି ପରି ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନଙ୍କ ନେତୃତ୍ୱରେ ଏସ ଆଇ ଅମରେନ୍ଦ୍ର ସୁବୁଦ୍ଧି ପୋଲିସ ଫୋର୍ସ ନେଇଁ ଯାଞ୍ଚ କଡା କରି ଥିବା ସୂଚନା ରହିଛି।

ad-week
Leave A Reply

Your email address will not be published.