ଗୋକନେଶ୍ୱର ଶ୍ୟାମା ଦଣ୍ଡ କାଳୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠାର ୧୨ ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ…

add-all

ବ୍ରହ୍ମପୁର : ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଗୋକନେଶ୍ୱର  ମା ଶ୍ୟାମା ଦଣ୍ଡକାଳୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ  ଶନିବାର ଠାରୁ ଆରମ୍ଭ ହୋଇ ସୋମବାର ପ୍ରଯ୍ୟନ୍ତ  ତିନିଦିନ ବ୍ୟାପୀ ପାଳିତ ହୋଇଯାଇଛି। ଏହି ଅବସରରେ ସୂର୍ଯ୍ୟ ପୂଜା, ଷୋଡଶ ଉପଚାର, ବେଲ ପତ୍ର ପୂଜା, ଚଣ୍ଡୀ ପାଠ, ନାମ ଯଜ୍ଞ, ଅନ୍ନ ଯଜ୍ଞ, 108 ଆରତି ସହ ମାଁ ଙ୍କ ବିଭିନ୍ନ ପୂଜା ପାଠ ଅନୁଷ୍ଠିତ ହୋଇଥିଲା l ଉକ୍ତ ଉତ୍ସବ   ରେ ପ୍ରତେକ ଦିନ ଅନ୍ନ ଯଜ୍ଞ ର ଆୟୋଜନ ହୋଇଯାଇଛି l ଏହି ଅବସରରେ ମନ୍ଦିର କମିଟିର ସମସ୍ତ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.