ଅବକାରୀ ଚଢ଼ଉ: ୯ ଗ୍ରାମ୍‌ ଧଳାଜହର ଜବତ : ଦମ୍ପତ୍ତି ଗିରଫ

add-all

ବ୍ରହ୍ମପୁର : ବ୍ରହ୍ମପୁରରୁ ମିଳିଲା ବ୍ରାଉନ ସୁଗାର୍। ୯ ଗ୍ରାମ ବ୍ରାଉନ ସୁଗାର୍ ସହ ଦମ୍ପତ୍ତି ଗିରଫ। ୨ ଅଭିଯୁକ୍ତ ହେଲେ ସୁମନ ବାହାଦୁର ଓ ତାଙ୍କ ସ୍ତ୍ରୀ ଭାନୁ ବାହାଦୁର। ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ଉ ହୋଇଥିଲା। ଗୋପାଳପୁର ଛକ ପାଖ ପଥରା ଗାଁରୁ ଧଳାଜହର ଜବତ ହୋଇଛି। ବିକ୍ରି ପାଇଁ ପ୍ରସ୍ତୁତି ବେଳେ ରେଡ୍ ହେଣ୍ଡରେ ଧରିଲା ଅବକାରୀ ଟିମ୍। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷରୁ ଅଧିକ ବୋଲି ଜଣା ପଡ଼ିଛି।

ad-week
Leave A Reply

Your email address will not be published.