ଭବିଷ୍ୟନିଧୀ ଆପକେ ନିକଟ ଅଦାଲତ ଅନୁଷ୍ଠିତ…

add-all


କୁଆଁର ମୁଣ୍ଡା –କୁଆଁର ମୁଣ୍ଡା ପଂଚାୟତ ସମିତି ସଭାଗୃହ ମଧ୍ଯ ରେ ଦିତୀୟ ଭବିଷ୍ୟନିଧୀ ଆପକେ ନିକଟ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଦାଲତ କୁ ରାଉରକେଲାର ଆଞ୍ଚଳିକ ଅଧିକାରୀ ଗୋପାଳିନୀ ନାଗ ଓ କୁମାରୀ ଶିଖା କଂ ଉପସ୍ଥିତ ରେ କୁଆଁର ମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୀମତୀ ତୃପ୍ତି ବରାଇ ,ପିଏଫ କମିଶନର ଅଶ୍ୱନୀ ବାରିକ ଓ ଇଏସ୍ଆଇ ଶାଖାର ପ୍ରବନ୍ଧକ ଚଦନ କୁମାର ସିଂ ପ୍ରମୁଖ ଉପସ୍ଥିତ
ରହି ଅଦାଲତ କୁ ପରିଚାଳନା କରିଥିଲେ ।ଏହି ଅଦାଲତ ରେ
ପଚାଶ ଜଣ ହିତାଧିକାରୀ ଅଂଶ ଗ୍ରହଣ କରିଥିଲ ହିତାଧିକାରୀମାନଙ୍କୁ ଭବିଷ୍ଯନିଧୀ ଆପକେ ନିକଟ ସମ୍ବଧିତ ସମସ୍ତ ସୁବିଧାସୁଯୋଗ ବିଷୟରେ ଅବଗତ କରାଯାଇଛି ।

ad-week
Leave A Reply

Your email address will not be published.