ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ…

add-all


ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏ ମ୍. ସି. ଏ ସ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷ ତାରେ ଯୁବସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ନିଶା ମୁକ୍ତ କଲେଜ କ୍ୟାମ୍ପସ କରିବା ପାଇଁ ଛାତ୍ରଛାତ୍ରୀ ଅଧ୍ୟାପକ, ଅଧ୍ୟାପିକା ସଂକଳ୍ପ କରିଥିଲେ, ଅଧ୍ୟାପକ ବନମାଳୀ ବେହରା, ନରେନ୍ଦ୍ର ଦିଗାଲ, ରତନ ଦିଗାଲ, ସୁରଜ ସାସମଲ, ଅଧ୍ୟାପିକା ମୀରାମ୍ବିକା ତାଙ୍କ ବକ୍ତବ୍ୟରେ ନିଶାମୁକ୍ତ କ୍ୟାମ୍ପସ ପାଇଁ ଯୁବ ସମାଜର ଭୂମିକା ଗୁରୁତ୍ୱ ପୂର୍ଣ୍ଣ, ଏବଂ ନିଶାସକ୍ତ ଜୀବନ ଏକ କଳଙ୍କିତ ଜୀବନ ଯାହା ସମାଜକୁ ନଷ୍ଟ କରିଦିଏ, ଛାତ୍ର ଵିଶାଲ ନାୟକ , ସିଦ୍ଧାର୍ଥ ବଳିୟାର ସିଂ, ଛାତ୍ରୀ ଚନ୍ଦ୍ରିକା ବଗର୍ତି, ଅଲିଶା ଦିଗାଲ ତାଙ୍କ ବକ୍ତବ୍ୟ ରେ ଯୁବ ସମାଜ ସଂସ୍କାର ସମ୍ପନ୍ନ ହେଲେ ଗୋଟିଏ ସମାଜ ସଂସ୍କୃତି ସମ୍ପନ୍ନ ହୋଇପାରିବ ବୋଲି ମତାମତ ଦେଇଥିଲେ, ଅଧ୍ୟାପକ ବିକାଶ ମୁଖି, ବିରୂପାକ୍ଷ ମଲ୍ଲିକ, ଗଣେଶ ଜାଗରଞ୍ଜ, ଅଧ୍ୟାପିକା ସ୍ମିତା ରାଣୀସାହୁ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ l ଅଧ୍ୟାପକ ଜ୍ଞାନରଞ୍ଜନ ଧନ୍ୟବାଦ ଅର୍ପଣ କରିଥିଲେ,

ad-week
Leave A Reply

Your email address will not be published.