ବିଶ୍ୱ ନାଟକ ଦିବସ ଅବସରରେ କଳାକାରଙ୍କ ଶୋଭାଯାତ୍ରା

add-all

ବ୍ରହ୍ମପୁର : ୨୩ମାର୍ଚ୍ଚ ବିଶ୍ୱ ନାଟକ ଦିବସ ଅବସରରେ ସଂସ୍କୃତି ଧର୍ମୀ ପତ୍ରିକା ଅଭିନୟ ଜଗତ ତରଫରୁ କଳାକାର ଙ୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଏହି ଅବସରରେ ପୁରୁଣା ବସଷ୍ଟାଣ୍ଡ ଠାରୁ ଏକ ରାଲି ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଶେଷରେ ଗଞ୍ଜାମ କଳା ପରିଷଦ ଠାରେ ପହଞ୍ଚି ଥିଲା।ଏହି ଅବସରରେ ଅନୀଲ କୁମାର ପାତ୍ର, ଗାଗାରିନ ନାୟକ,ମନୋଜ ଦଣ୍ଡପାଟ, କୈଳାସ ପାଣିଗ୍ରାହୀ, ରବି ନାରାୟଣ ବେହେରା, ରମେଶ ମହାରଣାଙ୍କ ସମେତ ବହୁ କଳାକାର ଶୋଭାଯାତ୍ର ରେ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.